Jaya Sri Jagabandhu Natha

ଜୟ ଶ୍ରୀ ଜଗବନ୍ଧୁ ନାଥ
(Anonymous— Raga Kalyana, Tala Kuduka)
(ଅଜ୍ଞାତ କବି— ରାଗ କଲ୍ୟାଣ, ତାଳ କୁଡ଼ୁକ)

ଜୟ ଶ୍ରୀ ଜଗବନ୍ଧୁ ନାଥ ଦୀନଜନବନ୍ଧୁ
ଶରଣ ଜନ୍ମ ଜନ୍ମାନ୍ତେ ତାର ହେ କରୁଣାସିନ୍ଧୁ । ଘୋଷା ।

ଭକ୍ତ ମାରକଣ୍ଡ ଋଷି । ବନେ ଯାଉଥିଲେ ଭାସି ।
ରଖିଲ ତା ଦୁଃଖ ନାଶି । ଉଦ୍ଧାର କରୁଣାସିନ୍ଧୁ । ୧ ।