Karunamaya Natha He

କରୁଣାମୟ ନାଥ ହେ
(Anonymous— Raga Malabagouda, Tala Matha)
(ଅଜ୍ଞାତ କବି— ରାଗ ମାଳବଗୌଡ଼ା, ତାଳ ମଠା)

କରୁଣାମୟ ନାଥ ହେ
ଦୁଃଖନାଶନ କର ତ୍ରାହି
ଦୀନବାନ୍ଧବ ଭକ୍ତବତ୍ସଳ
ଶାନ୍ତି କାନ୍ତି ସଦା ହିଁ । ଘୋଷା ।

ହେ ନିରଞ୍ଜନ ବିଘ୍ନନାଶନ
ଆନନ୍ଦ ଅକୂପାର ହେ
ନାମ ସୁମଧୁର ପୀୟୂଷ ନିର୍ଝର
ପାନେ ତୋଷ ଅପାର ହେ । ୧ ।