(Anonymous— Raga Kirabani, Tala Aditala) (ଅଜ୍ଞାତ କବି— ରାଗ କୀରବାଣୀ, ତାଳ ଆଦିତାଳ) କି ଦୋଷରେ ପ୍ରାଣନାଥତେଜି ଏ ବରଷା କାଳବିଦେଶେ ରହିଲେ ସଖୀଦେଖି ନବ ମେଘମାଳ । ଘୋଷା । ଦମ୍ଭୋଳିର ଦମ୍ଭହରାଶବଦେ କମ୍ପଇ ଧରାନିରତେ ନୟନୁ ଧରାବୁହାଇ ବକ୍ଷସ୍ଥଳ । ୧ ।