(ଅଜ୍ଞାତ କବି— ରାଗ ଚକ୍ରବାକ, ତାଳ ଆଦିତାଳ)
ଭାବି ଭାବି ପ୍ରିୟସହି
ହୃଦୟ ଗଲାଣି ଦହି ରେ । ଘୋଷା ।
କନକବରନା ଅଙ୍ଗସଭା
କିବା ଉଷା ଭୂଷା ରବି ପ୍ରଭା
ଆନନ୍ଦ ସାଗର ଝଲସି ଉଠନ୍ତେ
ବିରହ ଝଲସା କାହିଁ ରେ । ୧ ।
ଭାବି ଭାବି ପ୍ରିୟସହି
ହୃଦୟ ଗଲାଣି ଦହି ରେ । ଘୋଷା ।
କନକବରନା ଅଙ୍ଗସଭା
କିବା ଉଷା ଭୂଷା ରବି ପ୍ରଭା
ଆନନ୍ଦ ସାଗର ଝଲସି ଉଠନ୍ତେ
ବିରହ ଝଲସା କାହିଁ ରେ । ୧ ।