Gauri Suta Sri Ganesa

ଗୌରୀସୁତ ଶ୍ରୀ ଗଣେଶ
(Lokanatha Pattanayaka— Raga Bhupala, Tala Kuduka)
(ଲୋକନାଥ ପଟ୍ଟନାୟକ— ରାଗ ଭୂପାଳ, ତାଳ କୁଡ଼ୁକ)

ଗୌରୀସୁତ ଶ୍ରୀ ଗଣେଶ
ଦେବ ବନ୍ଦିତ ବନ୍ଦେ
ନାଚ ସୁନ୍ଦର ଲମ୍ବୋଧର
ନାଚ ତାଣ୍ଡବ ଛନ୍ଦେ । ଘୋଷା ।

ପାଦେ ପ୍ରଣତି ବାରବାର
ପାପ ସାଗରୁ ତାର ତାର
ବାରଣଶିର କାରଣ କର
ରାଜ ପରମାନନ୍ଦେ । ୧ ।