Jamunaku Jaa’na Syama

ଯମୁନାକୁ ଯାଆନା ଶ୍ୟାମ
(Anonymous— Raga Mohanaa, Tala Jhampa)
(ଅଜ୍ଞାତ କବି— ରାଗ ମୋହନା, ତାଳ ଝମ୍ପା)

ଯମୁନାକୁ ଯାଆନା ଶ୍ୟାମ ଘରେ ଫେରି ଯା ଯା
ନ ଧର ଅଧରେ ଆଉ ବାରେ ବେଣୁ ବାଜା । ଘୋଷା ।

ଶୁଣି ତି ଉରଲୀ ସ୍ୱନ । ଶରୀରେ ନ ରହେ ପ୍ରାଣ ।
ମାନସେ ମନାସେ ଆନ । ସେ ନାଗରୀରାଜା । ୧ ।