Dhanya Sajani To Dola Dhala Re

ଧନ୍ୟ ସଜନୀ ତୋ ଡୋଳାଢଳା ରେ
(— Raga Kedara, Tala Aditala)
(— ରାଗ କେଦାର, ତାଳ ଆଦିତାଳ)

ଧନ୍ୟ ସଜନୀ ତୋ ଡୋଳାଢଳା ରେ
ବୃନ୍ଦାରଣ୍ୟ ମତ୍ତ କରୀନ୍ଦ୍ର ଶୃଙ୍ଖଳା ରେ । ଘୋଷା ।

ଯାଏକ ଅଙ୍ଗରେ ସ୍ଥିତି । ଅଖିଳ ଇନ୍ଦ୍ରିୟ ବୃତ୍ତି ।
ଆହା ସେ ବିବେକ କାହୁଁ ହଜିଗଲା ରେ । ୧ ।