(ସରହପା— ରାଗ ଗୁଜ୍ଜରୀ, ତାଳ ଆଡ଼ତାଳି)
ସରହପାଦାନାମ୍
ଆପଣେ ରଚି ରଚି ଭବ ନିର୍ବାଣ
ମିଛେଁ ଲୋଅ ବନ୍ଧା ବଏ ଆପଣ ।
ଅମ୍ଭେ ଣ ଜାଣହୁଁ ଅଚିନ୍ତ ଜୋଇ
ଜାମ ମରଣ ଭବ କଇସଣ ହୋଇ ।
ଜଇସୋ ଜାମ ମରଣ ବି ତଇସୋ
ଜୀବନ୍ତେ ମଲେ ନାହିଁ ବିଶେସୋ ।
ଜା ଏଥୁ ଜାମେ ମରଣେ ବିସଙ୍କା
ସୋ କରଭ ରସ ରସାନେରେ କଙ୍ଖା ।
ଜେ ସଚରାଚର ତ୍ରିଅସ ଭ୍ରମନ୍ତି
ତେ ଅଜରାମର କିମପି ନ ହୋନ୍ତି ।
ଜାମେ କାମ କି କାମେ ଜାମ
ସରହ ଭଣତି ଅଚିନ୍ତ ସୋ ଧାମ ।