(ଅଜ୍ଞାତ କବି— ରାଗ ମାଳବଗୌଡ଼ା, ତାଳ ଆଦିତାଳ)
ଉଠ ଉଠ ବାବୁ ନୀଳମଣି ରେ
ଉଠ ଧନ ନିଶି ପାହିଲାଣି । ଘୋଷା ।
କାକ ପିକ ଚକ୍ରବାକ
ପ୍ରଭାତୁ ଦେଲେଣି ଡାକ
ପରାଚୀ ଗଗନେ ଭାନୁ ଉଇଁଲାଣି । ୧ ।
ଉଠ ଉଠ ବାବୁ ନୀଳମଣି ରେ
ଉଠ ଧନ ନିଶି ପାହିଲାଣି । ଘୋଷା ।
କାକ ପିକ ଚକ୍ରବାକ
ପ୍ରଭାତୁ ଦେଲେଣି ଡାକ
ପରାଚୀ ଗଗନେ ଭାନୁ ଉଇଁଲାଣି । ୧ ।