Manamohane Nuha Abhimanini

ମନମୋହନେ ନୁହଁ ଅଭିମାନିନୀ
(Tarini Charan Patra— Raga Debagandhari, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଦେବଗାନ୍ଧାରୀ, ତାଳ ଏକତାଳି)

ମନମୋହନେ ନୁହଁ ଅଭିମାନିନୀ
ତାଙ୍କ ସମୟକୁ ଅଣ୍ଟିଗଲାଣି । ଘୋଷା ।

ମାନମୟୀ ତେଜ ମାନ
ଧନୀ ମୋ ବଚନ ମାନ
କି ହୋଇବ କେତେ କଲେ ଭାଳେଣି । ୧ ।

ସଞ୍ଜ ସମୟ ହେଲାଣି
କଞ୍ଜ ତ ଘୁମାଇଲାଣି
କୁଞ୍ଜେ ହେଟି ଶ୍ୟାମ ବିଜେ ବୋଲେ ତାରିଣୀ । ୪ ।