(Benudhara— Raga Bagesri, Tala Jati) (ବେଣୁଧର— ରାଗ ବାଗେଶ୍ରୀ, ତାଳ ଯତି) ସଖୀ ମୋ ଜୀବଧନ ଏ ବ୍ରଜମୋହନହୃଦୟ ରଞ୍ଜନ ଶ୍ୟାମ ନୟନ ଅଞ୍ଜନ । ଘୋଷା । ଦିନେ ମୋ ପୁରେ ପ୍ରବେଶିବସି ମନ୍ଦେ ମନ୍ଦେ ହସିବୋଇଲେ ରେ ମଦାଳସୀମୁହିଁ ତୋର କିଣାଜନ । ୧ । ଦିନେ ନାପିତୁଣୀ ବେଶଧରି ସେହି ପୀତବାସମୋ ପାଦେ ଲାକ୍ଷା ରସରେଲେଖିଲେ ଗୋ ଶ୍ୟାମଘନ । ୨ ।