Bidhata Re Ki Kale Ki Danda

ବିଧାତା ରେ କି କାଳେ କି ଦଣ୍ଡ ଦେଲୁ
(— Raga Kirabani, Tala Ekatali)
(— ରାଗ କୀରବାଣୀ, ତାଳ ଏକତାଳି)

ବିଧାତା ରେ କି କାଳେ କି ଦଣ୍ଡ ଦେଲୁ ଆଣି
ମୁଁ ଯିବି ବୋଲି ବିଦେଶ ବନ୍ଧୁ ଛାମୁରୁ ନିବେଶ
ନେବାକୁ କହିବି ବେନି ପାଣି । ଘୋଷା ।