Rakendu Mukhi Raseswari Radhike

ରାକେନ୍ଦୁମୁଖି ରାସେଶ୍ୱରି ରାଧିକେ
(Gopalakrusna— Raga Jhinjoti, Tala Rupaka)
(ଗୋପାଳକୃଷ୍ଣ— ରାଗ ଝିଞ୍ଜୋଟି, ତାଳ ରୂପକ)

ରାକେନ୍ଦୁମୁଖି ରାସେଶ୍ୱରି ରାଧିକେ ମାଂ ପାହି
ଗୋକୁଳ କୁଳଜା ସାମନ୍ତମଣି ସ୍ୱଗଣେ ନିଧେହି । ୧ ।

ଦେବି କୃଷ୍ଣମୟି ହ୍ଲାଦିନି ସାଧ୍ୱୀଗଣ ବର୍ଯ୍ୟେ
ଲକ୍ଷ୍ମୀ ଲକ୍ଷ୍ମୀଜୟିନି ନୀରନିଧି ନିଭ ଗାମ୍ଭୀର୍ଯ୍ୟେ । ୨ ।

ପଶୁପୀ ପ୍ରେମ ବସତି ହେମଗୌରି ନବକିଶୋରି
କାଳିନ୍ଦୀତଟ କୁଞ୍ଜଗୃହିଣୀ କୀର୍ତ୍ତିଜା କୁମାରୀ । ୩ ।

ମହାଭାବ ଚିନ୍ତାମଣି ଭାବିତ ଶ୍ରୀ ବିଗ୍ରହେ
କୃଷ୍ଣପ୍ରେମ ପୀୟୂଷପାତ୍ରି ସର୍ବସୁଗୁଣ ସଙ୍ଗ୍ରହେ । ୪ ।

ନିଜ ପରିଜନ ତାପଧ୍ୱଂସିନି ବିଧୁ ସରସିଜ ସୌରଭେ
କନକାଚଳ ନିଳୟ ସରସ କେତକୀ ଦଳ ସନ୍ନିଭେ । ୫ ।

ରାଜିତୋନବିଂଶତି ଚିହ୍ନାନି ମୃଦୁ ପ୍ରପଦେ
ଗୋକୁଳେନ୍ଦ୍ର ତଦନ୍ତ ପ୍ରାଣପ୍ରେୟସି ଶୁଭ ବରଦେ । ୬ ।

ଆଦାୟ ଗୋପାଳକୃଷ୍ଣ କବିଦସ୍ତୃଣାନି ଦର୍ଶନେ
ଯାରେ କିଙ୍କରୀମୀଶ୍ୱରି କୁରୁତବାଂଘ୍ରିନଳିନେ । ୭ ।