Ati Durmada Kapi Dwibida

(Kabiratna Narayana Misra— Raga Bhairaba, Tala Rupaka)
(କବିରତ୍ନ ନାରାୟଣ ମିଶ୍ର— ରାଗ ଭୈରବ, ତାଳ ରୂପକ)

ବଳଭଦ୍ରବିଜୟପ୍ରବନ୍ଧ, ଭୈରବରାଗେଣ
ଅତିଦୁର୍ମଦ କବି ଦ୍ୱିବିଦ ଦେଖିଣ ହଳପାଣି
ଝଟିତି ଟାଣ ମୁଷ୍ଟି କରିଣ ମାରିଲେ ତାକୁ ଜିଣି । ପ୍ରଥମଃ ଖଣ୍ଡଃ ।

ରାମ ବେଗେ ଶ୍ରମେ ଆକୁଳ କରୋତେ ମଧୁପାନମ୍
ବଦତେ ଦେହି ଦେହି ନିରମ କହତ ଅନୁଆନମ୍ । ଉଚ୍ଚଖଣ୍ଡୋ ଧ୍ରୁବଃ ।

ସା ସା ସା ରି ଗ ମ ନି ଧ ନି ଗ ଧ ମ ପ ଧ ନି ସା ନି ସା ରି
ତି ଥୋ ଗିଟନା କୁ ରଞ୍ଚ କିଟ ତେନ ତେନା ନା ତେ ନା ତେ ନ୍ନାମ୍ । ଆଭୋଗଃ ।