Mare Bana Dhara Srabana Ki

ମାରେ ବାଣ ଧାରା ଶ୍ରାବଣ କି
(Anonymous— Raga Sankarabharana, Tala Ekatali)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଏକତାଳି)

ମାରେ ବାଣ ଧାରା ଶ୍ରାବଣ କି
ବରଣ କରେ ରଣ କି । ଘୋଷା ।

ଦର୍ପିତା ଦାମିନୀ ନାଚେ ଧିନି ଧିନି
ଘଡ଼ଘଡ଼ି ସ୍ୱନେ କମ୍ପାଇ ମେଦିନୀ
ଚଉଦିଗେ ସାଜେ କୃଷ୍ଣ ବାରିଦ ଅନୀକିନୀ
ଗର୍ଜ୍ଜେ ତର୍ଜ୍ଜେ ରଣ ଉନ୍ମାଦ ପବନ କି । ୧ ।