Ahe Hara Gouri Kailasa Giri Bihari

ଆହେ ହର ଗୌରୀ କୈଳାସ ଗିରି ବିହାରୀ
(Anonymous— Raga Malaba Kousika, Tala Matha)
(ଅଜ୍ଞାତ କବି— ରାଗ ମାଳବ କୌଶିକ, ତାଳ ମଠା)

ଆହେ ହର ଗୌରୀ
କୈଳାସ ଗିରି ବିହାରୀ
ଜୁହାରୁଛି ଶ୍ରୀ ଚରଣେ
ଘେନ ବାରେ ମୋ ଗୁହାରି । ଘୋଷା ।

ମୁହିଁ ଦୀନ ହୀନ ଜନ
ତବ କୃପା ଭିକାରୀ
ଜଣାଣ ଗାଉଛି ବାରେ
ତବ ନାମ ହକାରି । ୧ ।