Kahinki E Gumana Sajani Re

କାହିଁକି ଏ ଗୁମାନ ସଜନୀ ରେ
(Dwija Pitambara— Raga Sankarabharana, Tala Tripata)
(ଦ୍ୱିଜ ପୀତାମ୍ବର— ରାଗ ଶଙ୍କରାଭରଣ, ତାଳ ତ୍ରିପଟା)

କାହିଁକି ଏ ଗୁମାନ ସଜନୀ ରେ
ଆଜ କେ ଶିଖାଇଲା ମୋ ଗୁଣମଣିକି । ଘୋଷା ।

ଘେନ ବିନତି ରତିଲାଳସୀ ରେ
ହସି ଭାଷ ପଦେ ବୀଣାବାଣୀକି ।
ତୁ ତ ଚତୁରୀ ଚିତ୍ତେ ବିଚାର ରେ
ଅପରାଧ ହୁଅନ୍ତି ମୁଁ ଜାଣି କି ।୧।