Sadhare Guni Sadhare Anandabhairabi Raga Re

ସାଧରେ ଗୁଣି ସାଧରେ ଆନନ୍ଦଭୈରବୀ ରାଗରେ
(Gopal Chandra Panda— Raga Anandabhairabi, Tala Tripata)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଆନନ୍ଦଭୈରବୀ, ତାଳ ତ୍ରିପଟା)

ସାଧରେ ଗୁଣି ସାଧରେ
ଆନନ୍ଦଭୈରବୀ ରାଗରେ । ଘୋଷା ।

ସ୍ୱର ବକ୍ର ସ୍ୱରୂପ କରି
ମେଳ କର୍ଣ୍ଣାଟ ଘେନ ବିଚାରି
ବାଦୀ ସମ୍ବାଦୀ ପଞ୍ଚମ ଷଡ଼ଜ
ସମୟ ଦିବା ଦ୍ୱିତୀୟ ପ୍ରହରେ । ୧ ।