Sakala Suddha Swara Jogare

ସକଳ ଶୁଦ୍ଧ ସ୍ୱର ଯୋଗରେ
(Gopal Chandra Panda— Raga Desakhya, Tala Jhampa)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଦେଶାକ୍ଷ, ତାଳ ଝମ୍ପା)

ସକଳ ଶୁଦ୍ଧ ସ୍ୱର ଯୋଗରେ
ସାଧ ଅନୁରାଗରେ
ଜାତି ଔଡ଼ବ ସମ୍ପୂର୍ଣ୍ଣ ମେଳ ଶ୍ରୀ ଅଙ୍ଗରେ । ଘୋଷା ।

ସମୟ ନିଶି ଦ୍ୱିତୀୟ ଭାଗ
ଗାଅ ଦେଶାକ୍ଷ ରାଗ
ବାଦୀ ସଂବାଦୀ କରି ଗାନ୍ଧାର ଧୈବତ ସ୍ୱରେ । ୧ ।