Sakala Jana Mana Mohini Suddhadesi Ragini

ସକଳ ଜନ ମନ ମୋହିନୀ ଶୁଦ୍ଧଦେଶୀ ରାଗିଣୀ
(Gopal Chandra Panda— Raga Suddhadesi, Tala Tripata)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ଶୁଦ୍ଧଦେଶୀ, ତାଳ ତ୍ରିପଟା)

ସକଳ ଜନ ମନ ମୋହିନୀ
ଶୁଦ୍ଧଦେଶୀ ରାଗିଣୀ
ମୃଦୁ ଗାନ୍ଧାରେ ଧୈବତ ନିଷାଦିନୀ । ଘୋଷା ।

ପଞ୍ଚମ ସ୍ୱର ବାଦିନୀ
ଷଡ଼ଜ ସ୍ୱର ସଂବାଦିନୀ
କର୍ଣ୍ଣାଟ ମେଳ ଧାରିଣୀ
ଦିବସ ଦ୍ୱିତୀୟ ପ୍ରହରେ ବିହରିଣୀ । ୧ ।