Prathama Prabhate Udasia Sure

ପ୍ରଥମ ପ୍ରଭାତେ ଉଦାସିଆ ସୁରେ
(Gopal Chandra Panda— Raga Saberi, Tala Tripata)
(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ସାବେରୀ, ତାଳ ତ୍ରିପଟା)

ପ୍ରଥମ ପ୍ରଭାତେ ଉଦାସିଆ ସୁରେ
ଗାଅରେ ରାଗ ସାବେରୀ
ଋଷଭ ଧୈବତ କୋମଳ କରି
ବିହରେ ବିରସେ ମେଳ ଗୌରୀ । ଘୋଷା ।

ଔଡ଼ବ ଜାତି ଘେନି ଆରୋହରେ
ପୂର୍ଣ୍ଣ ସ୍ୱରୂପ ମାନ ଅବରୋହରେ
ମଧ୍ୟମ ଷଡ଼ଜ ନରେଶ ସଚିବ
ମଳିନ ନିଷାଦ ଗାନ୍ଧାର କରି । ୧ ।