(ଆପନ୍ନା ପରିଚ୍ଛା— ରାଗ କୃଷ୍ଣକେଦାର, ତାଳ ରୂପକ)
ଏ ପାପନୟନ ଦେଖିବ କି ସତେ ଶ୍ୟାମଳ ସୁଷମା ରାଶି
କରୁଣାସାଗର କରୁଣା ବିତରି କରିବେ ଚରଣ ଦାସୀ ।ଘୋଷା।
ଜ୍ୟୋତ୍ସ୍ନା ହସିତ ବସନ୍ତ ନିଶୀଥେ
କୁଞ୍ଜେ ବିହରି ବନ୍ଧୁ ସହିତେ
ତୋଷିବିନି ସତେ ପ୍ରୀତି ଉପହାରେ ପୁଲକେ ପ୍ରଣୟ ସଲିଳେ ଭାସି ।୧।
ଏ ପାପନୟନ ଦେଖିବ କି ସତେ
ଏ ପାପନୟନ ଦେଖିବ କି ସତେ ଶ୍ୟାମଳ ସୁଷମା ରାଶି
କରୁଣାସାଗର କରୁଣା ବିତରି କରିବେ ଚରଣ ଦାସୀ ।ଘୋଷା।
ଜ୍ୟୋତ୍ସ୍ନା ହସିତ ବସନ୍ତ ନିଶୀଥେ
କୁଞ୍ଜେ ବିହରି ବନ୍ଧୁ ସହିତେ
ତୋଷିବିନି ସତେ ପ୍ରୀତି ଉପହାରେ ପୁଲକେ ପ୍ରଣୟ ସଲିଳେ ଭାସି ।୧।