(Baladeba Dhira— Raga Nata, Tala Kuduka) (ବଳଦେବ ଧୀର— ରାଗ ନଟ, ତାଳ କୁଡ଼ୁକ)(ଧ୍ରୁବପଦାଙ୍ଗ)ସସାଗରା ଧରାପତିନିଖିଳ ଭୁବନପତିବିରାଜିତ ସଦା ନିତିନିରେଖ ଚପଳମତି । ଧ୍ରୁବ ।ବିଷୟ ବାସନା ତ୍ୟଜନିରନ୍ତରେ ଧ୍ୟାନେ ମଜ୍ଜଦରଶନ ପରଶନପରାପତ ସଦଗତି । ଅନ୍ତରା ।