Dahana Kara Bahana

ଦହନ କର ବହନ
(Baladeba Dhira— Raga Sri, Tala Kuduka)
(ବଳଦେବ ଧୀର— ରାଗ ଶ୍ରୀ, ତାଳ କୁଡ଼ୁକ)

(ଧ୍ରୁବପଦାଙ୍ଗ – ଅବନା ନିୟମ)

ଦହନ କର ବହନ
ତରଳ ଚଞ୍ଚଳ ମନ
ପରଶ ହରଷମତ
ସରସ ଅନବରତ । ଧ୍ରୁବ ।

ସକଳ ଦରଦହର
ତରସ ଭୟ ଅପର
କରବଳ ପରବତ
ସହନ କରଣବତ । ଅନ୍ତରା ।