Raga Tala Swarabheda

ରାଗ ତାଳ ସ୍ୱରଭେଦ
(Baladeba Dhira— Raga Gouri, Tala Kuduka)
(ବଳଦେବ ଧୀର— ରାଗ ଗୌରୀ, ତାଳ କୁଡ଼ୁକ)

(ଧ୍ରୁବପଦାଙ୍ଗ)

ରାଗ ତାଳ ସ୍ୱରଭେଦ
ଗୁଣିଜନ ପରସାଦ
ଜାଣ ମୁଜାଣ କୋବିଦ
ପରାପତ ନିତ୍ୟ ସାଧ । ଧ୍ରୁବ ।

ଅଭ୍ୟାସ ଶ୍ରବଣ ଧ୍ୟାନ
ନିୟମିତ ସାଧନମନ
ନାଦବିଦ୍ୟା ସୁକଠିନ
ଆୟତ୍ତ କିଞ୍ଚିତ ଜାଣ । ଅନ୍ତରା ।