(Anonymous— Raga Abheri, Tala Kuduka) (ଅଜ୍ଞାତ କବି— ରାଗ ଆଭେରୀ, ତାଳ କୁଡ଼ୁକ)ଜାଗ୍ରତ ମହାଦେବ ଦେବଜାଗ୍ରତ ରଣ ସାଜେସେବକ ଜନ ସେବିତ ଶିବଶଙ୍କର ଦେବରାଜେ । ଘୋଷା ।ଗଙ୍ଗାଧର କାଶୀବାସୀନାଶ ସଂସାର ପାପରାଶିପାର୍ବତୀପତି ପାହି ପିନାକୀଡାକି ଡମ୍ବରୁ ବାଜେ । ୧ ।