Gouracharana

ଗୌରଚରଣ

Dwija Gouracharana Adhikari – ଦ୍ୱିଜ ଗୌରଚରଣ ଅଧିକାରୀ

1814-1890, Lehenga, Khordha. He has composed several hundreds of Odissi songs & bhajanas set to various ragas & talas. He is also the author of a Krusnalila.

୧୮୧୪-୧୮୯୦, ଲେହେଙ୍ଗ, ଖୋର୍ଦ୍ଧା । ଶତାଧିକ ଓଡ଼ିଶୀ ଗୀତ ରଚନା କରି ବିଭିନ୍ନ ରାଗରାଗିଣୀରେ ନିବଦ୍ଧ କରିଛନ୍ତି । କୃଷ୍ଣଲୀଳା ମଧ୍ୟ ରଚନା କରିଛନ୍ତି ।