Kisorachandra

କିଶୋରଚନ୍ଦ୍ର

Kisorachandra Rajendra Deba — କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବ

19th-century ruler of Chikiti Gada, Ganjam and son of Biswambhara Rajendra Deba. Among his literary creations are Bidagdha Madhaba Nataka, Basanta Rahasa, Jhulana Champu, Chandana Jatra Pala & Kisorachandra Pala.

୧୯ଶ ଶତାବ୍ଦୀ, ବିଶ୍ୱମ୍ଭର ରାଜେନ୍ଦ୍ରଦେବଙ୍କ ପୁତ୍ର ଓ ଚିକିଟିର ରାଜା । ଏହାଙ୍କ ଅନ୍ୟାନ୍ୟ ସାହିତ୍ୟିକ କୃତି ହେଲା – ବିଦଗ୍ଧମାଧବ ନାଟକ, ବସନ୍ତରାହାସ, ଝୁଲଣ ଚମ୍ପୂ, ଚନ୍ଦନଯାତ୍ରା ପାଲା ଓ କିଶୋରଚନ୍ଦ୍ର ପାଲା ।