(Baladeba Dhira— Raga Sri, Tala Kuduka) (ବଳଦେବ ଧୀର— ରାଗ ଶ୍ରୀ, ତାଳ କୁଡ଼ୁକ)(ଧ୍ରୁବପଦାଙ୍ଗ – ଅବନା ନିୟମ)ଦହନ କର ବହନତରଳ ଚଞ୍ଚଳ ମନପରଶ ହରଷମତସରସ ଅନବରତ । ଧ୍ରୁବ ।ସକଳ ଦରଦହରତରସ ଭୟ ଅପରକରବଳ ପରବତସହନ କରଣବତ । ଅନ୍ତରା ।