(Baladeba Dhira— Raga Sri, Tala Kuduka) (ବଳଦେବ ଧୀର— ରାଗ ଶ୍ରୀ, ତାଳ କୁଡ଼ୁକ) (ଧ୍ରୁବପଦାଙ୍ଗ – ଅବନା ନିୟମ) ଦହନ କର ବହନତରଳ ଚଞ୍ଚଳ ମନପରଶ ହରଷମତସରସ ଅନବରତ । ଧ୍ରୁବ । ସକଳ ଦରଦହରତରସ ଭୟ ଅପରକରବଳ ପରବତସହନ କରଣବତ । ଅନ୍ତରା ।