(— Raga Kedara, Tala Aditala) (— ରାଗ କେଦାର, ତାଳ ଆଦିତାଳ)ଧନ୍ୟ ସଜନୀ ତୋ ଡୋଳାଢଳା ରେବୃନ୍ଦାରଣ୍ୟ ମତ୍ତ କରୀନ୍ଦ୍ର ଶୃଙ୍ଖଳା ରେ । ଘୋଷା ।ଯାଏକ ଅଙ୍ଗରେ ସ୍ଥିତି । ଅଖିଳ ଇନ୍ଦ୍ରିୟ ବୃତ୍ତି ।ଆହା ସେ ବିବେକ କାହୁଁ ହଜିଗଲା ରେ । ୧ ।