(ଗୋପାଳ ଚନ୍ଦ୍ର ପଣ୍ଡା— ରାଗ ନଟ, ତାଳ ଯତି)
ଗଲି ସରି ରେ ମଲ୍ଲୀବରନା
ପାରି କର ପରିଚାର ଜନେ ଯତିମୋହନା । ଘୋଷା ।
ମାର ପଞ୍ଚଶର ଧାର ସାରିଲା ଅତନୁ ସାର
ଘୋର ତାପ ମଦନର ଜାଳିଲା ମରମ ସିନା ।୧।
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର
ରଖ ଜୀବନ ଧନ ଚନ୍ଦ୍ରବଦନା ।୨।
ଗଲି ସରି ରେ ମଲ୍ଲୀବରନା
ଗଲି ସରି ରେ ମଲ୍ଲୀବରନା
ପାରି କର ପରିଚାର ଜନେ ଯତିମୋହନା । ଘୋଷା ।
ମାର ପଞ୍ଚଶର ଧାର ସାରିଲା ଅତନୁ ସାର
ଘୋର ତାପ ମଦନର ଜାଳିଲା ମରମ ସିନା ।୧।
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର
ରଖ ଜୀବନ ଧନ ଚନ୍ଦ୍ରବଦନା ।୨।