Hanumana Malasri

ହନୁମାନ ମାଳଶ୍ରୀ

(— Tripata)
(— ତ୍ରିପଟା)

ଜୟ ପବନସୁତ ହନୁମାନ ହେ
ଜୟ ପାବନୀ ସିଦ୍ଧ ଗୁଣଧାମ ହେ । ଘୋଷା ।