(ଅଜ୍ଞାତ କବି— ରାଗ ମୋହନା, ତାଳ ଝମ୍ପା)
ଯମୁନାକୁ ଯାଆନା ଶ୍ୟାମ ଘରେ ଫେରି ଯା ଯା
ନ ଧର ଅଧରେ ଆଉ ବାରେ ବେଣୁ ବାଜା । ଘୋଷା ।
ଶୁଣି ତୋ ମୁରଲୀ ସ୍ୱନ । ଶରୀରେ ନ ରହେ ପ୍ରାଣ ।*
ମାନସେ ମନାସେ ଆନ । ସେ ନାଗରୀରାଜା । ୧ ।
- ପାଠାନ୍ତର – ଶୁଣି ତୋ ମୁରଲୀ ତାନ । ଶରୀରେ ନ ରହେ ଜ୍ଞାନ ।
ଯମୁନାକୁ ଯାଆନା ଶ୍ୟାମ