(Anonymous— Raga Lalita, Tala Ekatali) (ଅଜ୍ଞାତ କବି— ରାଗ ଲଳିତ, ତାଳ ଏକତାଳି)ନବୀନ ନୀରଦ ଶ୍ୟାମନବୀନାକୁ ସାରିଲାରେସଂସାର ସାର ସୁଷମାଅବିରତ ଘାରିଲାରେ । ଘୋଷା ।ଲାବଣ୍ୟନିଧିକି ଝୁରିସରିଲା ରାଈ କିଶୋରୀଅଶନ ବସନ ବିଷତୁଲ୍ୟ ମଣି ଝୁରିଲାରେ । ୧ ।