(— Raga Ragesri, Tala Jati) (— ରାଗ ରାଗେଶ୍ରୀ, ତାଳ ଯତି)ସାଜ ସାଜ ତୁ ଆଜ ରାଜକୁମାରୀଆଜି ଏ ସଞ୍ଜକୁ ସଖୀ ତୋ କୁଞ୍ଜକୁଆସିବେ କୁଞ୍ଜବିହାରୀ । ଘୋଷା ।ବୀଣାବାଣୀ ତୋର ଚିତ୍ତ ବିତ୍ତ ଚୋରମୋହନ ମୁରଲୀଧାରୀ । ୧ ।ତେଜ ମନୁ ମାନ ଆରେ ଜୀବଧନତାର ପ୍ରେମକୁ ବିଚାରି । ୨ ।