(Benudhara— Raga Kolahala, Tala Jhula) (ବେଣୁଧର— ରାଗ କୋଳାହଳ, ତାଳ ଝୁଲା) ସଜନୀ ଗୋ ମନୁ ଯିବ କି ସତେଯାହା ଦେଖିଥିଲୁ କାଲି ଯମୁନା ପଥେ । ଘୋଷା । ଛୁଆ ମୂରତି ସେ ନୂଆ ମଦନକୁମାର ପୁନିଅଁ କାଳିଆ ଜହ୍ନବାଙ୍କ ଚାହାଣୀରେ ଥରେ ସେ ଅନାଇଁକିଙ୍କରୀ କରି ତ ରଖିବ ସତେ ଗୋ । ୧ ।