(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ତ୍ରିପଟା)
ଶିଖଣ୍ଡମଣ୍ଡନ କି କରିଲେ ଗୋ
ଅଖଣ୍ଡ ଦଣ୍ଡକୁ ସେ ବିହିଲେ ଗୋ । ଘୋଷା ।
ଏ ଖଣ୍ଡ ଏଥେ ପୂରି ରହିଛି ବୋଲିକରି
ଜଣା ନ ଥିଲା ମୋତେ ପହିଲେ ଗୋ । ୧ ।
ଶିଖଣ୍ଡମଣ୍ଡନ କି କରିଲେ ଗୋ
ଅଖଣ୍ଡ ଦଣ୍ଡକୁ ସେ ବିହିଲେ ଗୋ । ଘୋଷା ।
ଏ ଖଣ୍ଡ ଏଥେ ପୂରି ରହିଛି ବୋଲିକରି
ଜଣା ନ ଥିଲା ମୋତେ ପହିଲେ ଗୋ । ୧ ।