(ଗୋପାଳକୃଷ୍ଣ— ରାଗ ଭିନ୍ନଷଡ଼ଜ, ତାଳ ଝମ୍ପା)
ତୋ ରୂପ ପ୍ରତି ଦିଶେ ଦିଶୁଛି ରେ
ତୋ ପରି ଲାଜେ ରହି ହସୁଛି ରେ । ଘୋଷା ।
ପ୍ରସାରି ମୁଁ ପଣତ ଡାକିଲେ ପ୍ରାଣମିତ
ଭୟେ ଦନ୍ତେ ରସନା ଦଂଶୁଛି ରେ । ୧ ।
ତୋ ରୂପ ପ୍ରତି ଦିଶେ ଦିଶୁଛି ରେ
ତୋ ପରି ଲାଜେ ରହି ହସୁଛି ରେ । ଘୋଷା ।
ପ୍ରସାରି ମୁଁ ପଣତ ଡାକିଲେ ପ୍ରାଣମିତ
ଭୟେ ଦନ୍ତେ ରସନା ଦଂଶୁଛି ରେ । ୧ ।